ଆଦ୍ୟାଶା ନ୍ୟୁଜ୍

ସତ୍ୟର ସନ୍ଧାନରେ ପ୍ରତିଦିନ
ବିଜ୍ଞାପନ ସ୍ଥାନ
ବ୍ରେକିଂ

ଖୋଜ ଫଳାଫଳ

୧୪ ଟି ମିଳିଲା
Horoscope Today : ଅକ୍ଟୋବର ୨୨ ତାରିଖ, ଗୁରୁବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନରାଶିଫଳ

Horoscope Today : ଅକ୍ଟୋବର ୨୨ ତାରିଖ, ଗୁରୁବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

ମେଷ- ଭାଗ୍ୟର ସହଯୋଗ ମିଳିବ ଓ ଅଟକିଥିବା କାମ ଆଗକୁ ବଢ଼ିବ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ମତାମତକୁ ଗୁରୁତ୍ୱ ଦିଆଯିବ। ବ୍ୟବସାୟରେ ନୂଆ ସୁଯୋଗ ଆସିପାରେ। ପରିବାରରେ ଖୁସିର ପରିବେଶ ରହିବ। ଧନପ୍ରାପ୍ତିର ଯୋଗ ରହିଛି। ଦୂରଯାତ୍ରା ଶୁଭ ଫଳ ଦେଇପାରେ। ବୃଷ-…

୩ ଦିନ ପୂର୍ବେ୪୩
ଇରାନ ଉପରେ ସବୁଠୁ ବଡ଼ ଆକ୍ରମଣ ପାଇଁ ଆମେରିକାର ଯୋଜନା, ପକାଇବ ‘ମଦର ଅଫ ଅଲ ବମ୍ବସ୍’!ଆନ୍ତର୍ଜାତିକ

ଇରାନ ଉପରେ ସବୁଠୁ ବଡ଼ ଆକ୍ରମଣ ପାଇଁ ଆମେରିକାର ଯୋଜନା, ପକାଇବ ‘ମଦର ଅଫ ଅଲ ବମ୍ବସ୍’!

ଆମେରିକା ଓ ଇରାନ ଯୁଦ୍ଧକୁ ଏବେ ୮ ମାସ ପୁରିଛି। ଇରାନର ଶକ୍ତି ଭିତ୍ତିଭୂମି ଓ ପରମାଣୁ ସ୍ଥଳ ଉପରେ ଆକ୍ରମଣ କରିବାକୁ ସବୁଠୁ ବଡ଼ ଅଣ-ପରମାଣୁ ବୋମା ପକାଇବାକୁ ଆମେରିକା ଯୋଜନା କରୁଛି। ଏହି ବୋମା ‘ମଦର ଅଫ ଅଲ ବମ୍ବସ୍’ ଭାବେ ମଧ୍ୟ ଜଣାଯାଏ।

୧୭ ଅକ୍ଟୋବର ୨୦୨୬୩୫
ବୌଦ୍ଧରେ କୃଷକଙ୍କ ତାଲିମ ଶିବିର, ଆୟ ବୃଦ୍ଧି ଉପରେ ଗୁରୁତ୍ୱବ୍ୟବସାୟ ଭିଡିଓ

ବୌଦ୍ଧରେ କୃଷକଙ୍କ ତାଲିମ ଶିବିର, ଆୟ ବୃଦ୍ଧି ଉପରେ ଗୁରୁତ୍ୱ

ବୌଦ୍ଧରେ କୃଷକଙ୍କ ତାଲିମ ଶିବିର, ଆଧୁନିକ ଚାଷ ଓ ଆୟ ବୃଦ୍ଧି ଉପରେ ଗୁରୁତ୍ୱକୃଷକଙ୍କ ଆର୍ଥିକ ଉନ୍ନତି ସହ ଆଧୁନିକ ଜ୍ଞାନକୌଶଳ ମାଧ୍ୟମରେ ଚାଷକୁ ଅଧିକ ଲାଭଜନକ କରିବା ଲକ୍ଷ୍ୟରେ ବୌଦ୍ଧରେ ଅନୁଷ୍ଠିତ ହୋଇଯାଇଛି ଚତୁର୍ଥ ଜିଲ୍ଲାସ୍ତରୀୟ କୃଷକ ଉତ୍ପାଦକ ସଂଗଠନ

୧୫ ଅକ୍ଟୋବର ୨୦୨୬୩
ରାଜ୍ୟରେ ନୂତନ ଶିକ୍ଷା ନୀତି ଲାଗୁ, ୫୦୦୦ ବିଦ୍ୟାଳୟ ଆଧୁନିକୀକରଣ ହେବଶିକ୍ଷା

ରାଜ୍ୟରେ ନୂତନ ଶିକ୍ଷା ନୀତି ଲାଗୁ, ୫୦୦୦ ବିଦ୍ୟାଳୟ ଆଧୁନିକୀକରଣ ହେବ

ଓଡ଼ିଶା ସରକାର ନୂତନ ଶିକ୍ଷା ନୀତି ଅନୁସାରେ ରାଜ୍ୟର ୫୦୦୦ ବିଦ୍ୟାଳୟକୁ ସ୍ମାର୍ଟ ସ୍କୁଲରେ ପରିଣତ କରିବାକୁ ଯୋଜନା କରିଛନ୍ତି।

୮ ସେପ୍ଟେମ୍ବର ୨୦୨୬୯୪୨